Anupama: Odia novel

Black Eagle Books
SKU:
9781645607014
|
ISBN13:
9781645607014
$22.98
(No reviews yet)
Condition:
New
Usually Ships in 24hrs
Current Stock:
Estimated Delivery by: | Fastest delivery by:
Adding to cart… The item has been added
Buy ebook
ଉପନ୍ୟାସ କାହାଣୀର ମୁଖ୍ୟନାୟିକା ଅନୁପମା, ନାୟକ ଅନୁପମ; ଉଭୟଙ୍କ ମଧ୍ୟରେ ଶାଶ୍ୱତ ପ୍ରେମ-ପ୍ରଣୟର ପରିଭାଷା ବହନ କରୁଥିବା ଶୀର୍ଷକ 'ଅନୁପମା' ସତରେ ମୋ' ସ୍ରଷ୍ଟାଜୀବନର ଏକ ଅନୁପମ ସୃଷ୍ଟି!ଆସନ୍ତୁନା, ଅନୁପମାର ଏହି ରହସ୍ୟ- ରୋମାଞ୍ଚଭରା କଥା-କାହାଣୀ ଉପରେ ଥରେ ଆଖି ବୁଲେଇ ଆଣିବା । ବୁଲିଯିବା ସାଗରଦ୍ୱୀପର ସେହି ଲବଙ୍ଗ ବଗିଚା, ଅଳେଇଚ କୁଂଜ, ପରୀମହଲ, ରହସ୍ୟମୟ ରାଣୀହଂସପୁର । ସାଗରର ନୀଳ ଲହରୀରେ ଦୋଳିଖେଳିବା ରାଜହଂସୀର ପିଠିରେ ଝୁଲିଝୁଲି, ଝୁମିଝୁମି । ଚନ୍ଦ୍ରଭାଗାର ଚନ୍ଦ୍ରଉଦିଆ ରାତି ହାତଠାରି ଡାକୁଛି, ଡାକୁଛି ଚିତ୍ରକୋଣ୍ଡାର ଅରଣ୍ୟ ପ୍ରଦେଶରୁ ମରୁଆ ଫୁଲର ମହମହ ମହକ... ନୀଳଜହ୍ନର ଅଭିସାର ଭିତରେ ଭିଜିଭିଜି ହଜିହଜି ଖୋଜିବା ନୀଳରହସ୍ୟକୁ .... ମହୋଦଧିର ମହାସମାଧିରେ ଆହରଣ କରିବା ସେହି ଦିବ୍ୟ ଅଲୌକିକ ଆନନ୍ଦର ଚିନ୍ମୟ ସାନ୍ନିଧ୍ୟ... ସେହି ସବୁଜବନାନୀ, ଧୂସର ଉପତ୍ୟକା, ଯେଉଁଠି ଖାଲି ପ୍ରୀତିର ବନ୍ୟା ବହୁନି; ଝରଝର ଝରି ଯାଉଛି ବାତ୍ସଲ୍ୟର ମଧୁଝରଣା । ପ୍ରଜାପତିର ରଂଗୀନ ଡେଣାରେ ଡେଣାରେ କଉ ରୂପବତୀ ଖାସ୍ ରୂପ ସାଜୁନି, କୋକିଳର କଅଁଳ କୁହୁରେ ବାଜି ଉଠୁନି ମିଳନର ମୋହନ ମୁରଲୀ... ...ଏଠି ଶୃଂଗାର ବି ପାଲଟି ଯାଉଛି ଅଂଗାର ପ୍ରତାରଣାର ଆବରଣ ତଳେ ପ୍ରୀତି ପ୍ରତିଶ୍ରୁତିଟିଏ! ----ଭଗବାନ ବେହେରା


  • | Author: Bhagaban Behera
  • | Publisher: Black Eagle Books
  • | Publication Date: May 29, 2025
  • | Number of Pages: 00438 pages
  • | Binding: Paperback or Softback
  • | ISBN-10: 1645607011
  • | ISBN-13: 9781645607014
Author:
Bhagaban Behera
Publisher:
Black Eagle Books
Publication Date:
May 29, 2025
Number of pages:
00438 pages
Binding:
Paperback or Softback
ISBN-10:
1645607011
ISBN-13:
9781645607014