Padmamali

Black Eagle Books
SKU:
9781645607069
|
ISBN13:
9781645607069
$19.30
(No reviews yet)
Condition:
New
Usually Ships in 24hrs
Current Stock:
Estimated Delivery by: | Fastest delivery by:
Adding to cart… The item has been added
Buy ebook
ପ୍ରଥମ ଓଡ଼ିଆ ଉପନ୍ୟାସ 'ପଦ୍ମମାଳୀ'ର ବିଭିନ୍ନ ସଂସ୍କରଣ ଭୂମିକାରେ ଔପନ୍ୟାସିକ ଉମେଶଚଂନ୍ଦ୍ର ସରକାର ଜଣେ ପଥ-ପ୍ରଦର୍ଶକର ଅନୁଭବକୁ ବ୍ୟକ୍ତ କରିଛନ୍ତି। ଓଡ଼ିଆ ସାହିତ୍ୟରେ ପ୍ରକୃତ ଗଦ୍ୟ କାହାଣୀର ଅଭାବ ଓ ଏ ଦିଗରେ ପଦକ୍ଷେପ ଏକ 'ଅଭିଯାନ' ରୂପେ ଆଖ୍ୟାୟିତ। ଓଡ଼ିଶାର ଇତିହାସ କାଳ୍ପନିକ ଗଦ୍ୟ କାହାଣୀର ଆକାର ବୋଲି ସେ ପ୍ରଥମ ସଂସ୍କରଣ ଭୂମିକାରେ କହିଛନ୍ତି। ସଂପୃକ୍ତ ଉପନ୍ୟାସର ଦ୍ୱିତୀୟ ସଂସ୍କରଣ ଭୂମିକାରେ ଐତିହାସିକ ରୋମାନ୍]ସର କାହାଣୀ ଓ ଇତିହାସ ଭିତରେ ଥିବା ସମ୍ପର୍କ ପ୍ରସଂଗ ଉତ୍]ଥାପିତ। ଇତିହାସ କେତେକ ଘଟଣାର ସମଷ୍ଟି। ଐତିହାସିକ ଉପନ୍ୟାସରେ ଏହି ଘଟଣା ଯଥାଯଥ ଉପସ୍ଥାପନ ଏକାନ୍ତ କାମ୍ୟ- ଏଥିନେଇ ଉମେଶଚନ୍ଦ୍ରଙ୍କ ମତାମତ ସ୍ପଷ୍ଟ ଓ ଦୃଢ଼। ଔପନ୍ୟାସିକଙ୍କର କର୍ତ୍ତବ୍ୟ ହେଲା ଇତିହାସର ବ୍ୟତିକ୍ରମ ନକରି ବା ଘଟଣାର ଐତିହାସିକ ଯଥାଯଥତା ଓ ପରିପୂର୍ଣ୍ଣତାକୁ ଖଣ୍ଡିତ ନ କରି ପାଠକଙ୍କୁ ଆନନ୍ଦ ଦେବା। ଘଟଣାର ଯଥାଯଥତା ଉପରେ ଏହି ଗୁରୁତ୍ୱ ଆରୋପ ହେତୁ 'ପଦ୍ମମାଳୀ' ହୋଇଛି ଉମେଶଚନ୍ଦ୍ରଙ୍କ ଦୃଷ୍ଟିରେ ଓଡ଼ିଆ ସାହିତ୍ୟର ଏକମାତ୍ର ଐତିହାସିକ ରୋମାନ୍]ସ। 'ପଦ୍ମମାଳୀ'ର ଭୂମିକା ଦୁଇଟି - ଉପନ୍ୟାସ ଶିଳ୍ପ ପ୍ରତି ଲେଖକଙ୍କର ଦୃଷ୍ଟିଭଙ୍ଗୀର ଦୁଇଟି ଦିଗ ସମ୍ପର୍କରେ ସଚେତନ କରେ। ସମକାଳର ଅନ୍ୟାନ୍ୟ ଲେଖକଙ୍କ ଭଳି ଓଡ଼ିଆ ସାହିତ୍ୟସେବାକୁ ସେ ଏକ ଜାତୀୟ କର୍ତ୍ତବ୍ୟ ରୂପେ ଗ୍ରହଣ କରିଛନ୍ତି। ଐତିହାସିକ-ଉପ&#


  • | Author: Umesh Chandra Sarkar
  • | Publisher: Black Eagle Books
  • | Publication Date: Jun 09, 2025
  • | Number of Pages: 00148 pages
  • | Binding: Paperback or Softback
  • | ISBN-10: 1645607062
  • | ISBN-13: 9781645607069
Author:
Umesh Chandra Sarkar
Publisher:
Black Eagle Books
Publication Date:
Jun 09, 2025
Number of pages:
00148 pages
Binding:
Paperback or Softback
ISBN-10:
1645607062
ISBN-13:
9781645607069