Sritesh Tripathy's nka prema Galpa (ସୀତେଶ ତ୍ରିପାଠୀଙ୍କ

Vidya Publishing Inc.
SKU:
9781998475261
|
ISBN13:
9781998475261
$17.23
(No reviews yet)
Usually Ships in 24hrs
Current Stock:
Estimated Delivery by: | Fastest delivery by:
Adding to cart… The item has been added
Buy ebook
ସମକାଳୀନ ଗଳ୍ପ ସାହିତ୍ୟର ଅନ୍ୟତମ ନିଷ୍ଠାପର ଓ ବ୍ୟତିକ୍ରମୀ ଉଚ୍ଚାରଣ ଶ୍ରୀ ସୀତେଶ ତ୍ରିପାଠୀ (୧୯୫୭) । କମ୍ ଲେଖ, ଭଲ ଲେଖ, ପାଠକଙ୍କୁ ବିରକ୍ତ କର ନାହିଁ - ଏଇଥିରେ ବିଶ୍ୱାସୀ କଥାକାର ଶ୍ରୀ ତ୍ରିପାଠୀ । ତାଙ୍କ ଗଳ୍ପର ଗବାକ୍ଷ ବିସ୍ତୃତ । ଗଭୀର ଜୀବନ ଦୃଷ୍ଟି, ସମ୍ବେଦନଶୀଳତା, ବିଶ୍ୱସନୀୟ ଚରିତ୍ର ଚିତ୍ରଣ ତାଙ୍କ ଗଳ୍ପସବୁକୁ ଦିଏ ପ୍ରଚୁର ପାଠକୀୟ ଆଦୃତି । ତାଙ୍କ ରଚିତ ବେଶ୍ କେତୋଟି ମନୋଜ୍ଞ ଗଳ୍ପ, ଯାହା ପ୍ରେମଗଳ୍ପ ପର୍ଯ୍ୟାୟର, ତାକୁଇ ନେଇ ସ୍ୱତନ୍ତ୍ର ସଂକଳନଟିଏ ପ୍ରକାଶ କରିବାର ଆକାଂକ୍ଷା ମୋ ଭିତରେ ସୁପ୍ତ ଭାବେ ଥିଲା ଅନେକ ଦିନୁଁ ଯା'ର ଫଳଶୃତି 'ସୀତେଶ ତ୍ରିପାଠୀଙ୍କ ପ୍ରେମଗଳ୍ପ' । ଗାଳ୍ପିକଙ୍କ ଆଉ କେତୋଟି ସଫଳ ପ୍ରେମଗଳ୍ପ କିନ୍ତୁ ସଙ୍କଳନରେ ସ୍ଥାନିତ ହୋଇପାରି ନାହିଁ, ଗାଳ୍ପିକଙ୍କ ଅନୁମତି ପ୍ରାପ୍ତ ହୋଇ ନଥିବା ହେତୁରୁ । ଉକ୍ତ ସଂକଳନ ସ୍ଥାନିତ ପ୍ରତିଟି ଗଳ୍ପରେ ପ୍ରେମର ଭିନ୍ନଭିନ୍ନ ପାଖୁଡ଼ାକୁ ଶବ୍ଦବ୍ରହ୍ମରେ ସଜାଇ ପାଠକଙ୍କ ପାଇଁ ପରଶି ଦେଇଛନ୍ତି ଗାଳ୍ପିକ ଯାହା ପାଠକଙ୍କୁ ଅବଶ୍ୟ ମୁଗ୍ଧ କରିବ ।ଡ. ସୁନନ୍ଦା ମିଶ୍ର ପଣ୍ଡାସୀତେଶ ତ୍ରିପାଠୀଙ୍କ ପ୍ରେମଗଳ୍ପର ମୁଗ୍ଧପାଠିକା ଓ ପ୍ରକାଶିକା


  • | Author: Sritesh Tripathy
  • | Publisher: Vidya Publishing Inc.
  • | Publication Date: Dec 07, 2024
  • | Number of Pages: 148 pages
  • | Binding: Paperback or Softback
  • | ISBN-10: 1998475263
  • | ISBN-13: 9781998475261
Author:
Sritesh Tripathy
Publisher:
Vidya Publishing Inc.
Publication Date:
Dec 07, 2024
Number of pages:
148 pages
Binding:
Paperback or Softback
ISBN-10:
1998475263
ISBN-13:
9781998475261