Sale

Odia Sahitya O Sanskrutire Shree Jagannath (ଓଡ଼ିଆ ସାହିତ୍ୟ ଓ ସଂ&#287

Vidya Publishing Inc.
SKU:
9781998475285
|
ISBN13:
9781998475285
$25.00 $23.42
(No reviews yet)
Condition:
New
Usually Ships in 24hrs
Current Stock:
Estimated Delivery by: | Fastest delivery by:
Adding to cart… The item has been added
Buy ebook
ଉତ୍କଳ ହେଉଛି ସବୁ ଧର୍ମ ଓ ସଂସ୍କୃତିର ଏକ ସମନ୍ବୟ ସ୍ଥଳ । ଏଠାରେ ବୁଦ୍ଧ,ଶାକ୍ତ, ଶୈବ, ଜୈନ ସମସ୍ତ ଧର୍ମ ଏକ କରି ମାନବ କଥାକୁ ଗୁରୁତ୍ବ ଦିଆଯାଇଛି । ଏହି ମାନବ ଧର୍ମକୁ ହିଁ ବିଶେଷ ଗୁରୁତ୍ବ ଦିଆଯାଇଛି । ଏହି ମାନବ ଧର୍ମ ହିଁ ଜଗନ୍ନାଥ ସଂସ୍କୃତିର ବୈଶିଷ୍ଟ୍ୟ । ସର୍ବମୋଟ ୨୫ ଗୋଟି ମୌଳିକ ପ୍ରବନ୍ଧ ଏହି ପୁସ୍ତକରେ ସ୍ଥାନିତ । ଶ୍ରୀଜଗନ୍ନାଥଙ୍କ ତଥ୍ୟ ଓ ତତ୍ଵକୁ ନେଇ ପ୍ରାବନ୍ଧିକଗଣ ସୁନ୍ଦର ଭାବେ ଲେଖାରେ ଭିନ୍ନଭିନ୍ନ ଦୃଷ୍ଟିକୋଣରୁ ଶ୍ରୀଜଗନ୍ନାଥଙ୍କ ବିଚାର କରିଛନ୍ତି ।


  • | Author: Sunanda Mishra Panda
  • | Publisher: Vidya Publishing Inc.
  • | Publication Date: May 08, 2025
  • | Number of Pages: 00278 pages
  • | Binding: Paperback or Softback
  • | ISBN-10: 199847528X
  • | ISBN-13: 9781998475285
Author:
Sunanda Mishra Panda
Publisher:
Vidya Publishing Inc.
Publication Date:
May 08, 2025
Number of pages:
00278 pages
Binding:
Paperback or Softback
ISBN-10:
199847528X
ISBN-13:
9781998475285