ସପନପୁରର ଗୋପନ କଥା

Storymirror Infotech Pvt Ltd
SKU:
9788196375225
|
ISBN13:
9788196375225
$10.78
(No reviews yet)
Usually Ships in 24hrs
Current Stock:
Estimated Delivery by: | Fastest delivery by:
Adding to cart… The item has been added
Buy ebook
About the Book: "ସପନପୁରର ଗୋପନ କଥା" ପୁସ୍ତକଟି ସମୁଦାୟ ସଇଁତିରିଶଟି ଗଳ୍ପର ସମାହାର । ଗଳ୍ପ ଗୁଡ଼ିକର କଥାବସ୍ତୁ ପିଲାଦିନର ଆଈମା କାହାଣୀକୁ ଆରମ୍ଭ କରି ବୟସର ଉତ୍ତରାହ୍ନ ବ୍ୟାପୀ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଅନୁଭୂତିରେ ପରିପୁଷ୍ଟ। କିଛି ଆତ୍ମୋପଲବ୍ଧି, ସୁନ୍ଦର ଜୀବନ ଦର୍ଶନ ଏବଂ ସ୍ମୃତିରୁ କ୍ରମଶଃ ହଜି ଯାଉଥିବା ଅତୀତର କିଛି ଲୋକକଥା ଓ ବିଶ୍ୱାସକୁ ସତେଜ ତଥା ଉଜ୍ଜିବୀତ କରି ରଖିବା ଉଦ୍ଦେଶ୍ୟରେ ପ୍ରତ୍ୟେକଟି ଗଳ୍ପ ମାଧ୍ୟମରେ ଖୁବ୍ ସୁନ୍ଦର ପ୍ରୟାସ କରା ଯାଇଅଛି ।ପୁସ୍ତକଟି ସାହିତ୍ୟପ୍ରେମୀ ସୁଧୀ ପାଠକପାଠିକାଙ୍କ ମାନଙ୍କ ହୃଦୟକୁ ଛୁଇଁପାରିବ ବୋଲି ଆମର ଦୃଢ଼ ଆଶା ରହିଛି । About the Author: ଓଡ଼ିଶା ରାଜ୍ୟ ସ୍ୱାସ୍ଥ୍ୟ ପରିସଂଖ୍ୟାନ ନିର୍ଦ୍ଦେଶାଳୟରୁ ସେବାନିବୃତ୍ତ ହୋଇ ସାହିତ୍ୟ ସାଧନାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଶ୍ରୀ ଭରତବଂଧୁ ବିଶ୍ୱାଳଙ୍କର ଅନେକ ଗୁଡ଼ିଏ କବିତା, ଗଳ୍ପ ଏବଂ ପ୍ରବନ୍ଧ ରାଜ୍ୟର ବହୁ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପାଠକୀୟ ପ୍ରଶଂସା ଲାଭ କରିଅଛି । ସେ ଜଣେ ଭାଷା ସଂସ୍କୃତିପ୍ରେମୀ ବରିଷ୍ଠ ପ୍ରତିଭା ସମ୍ପନ୍ନ କବି ଓ ସୁସାହିତ୍ୟିକ ଭାବେ ବିଭିନ୍ନ ସାହିତ୍ଯ ଅନୁଷ୍ଠାନ ଦ୍ବାରା ସମ୍ବର୍ଦ୍ଧିତ ହୋଇଛନ୍ତି । ଦେଶର ଅଗ୍ରଣୀ ବହୁଭାଷୀ ସାହିତ୍ୟ ପ୍ରତିଷ୍ଠାନ ଷ୍ଟୋରିମିରରଙ୍କ ଦ୍ୱାରା ଆୟୋଜିତ ବହୁ ପ୍ରତିଯୋଗିତାରେ ସେ ବିଜୟୀ ହେବା ସଙ୍ଗେ ସଙ୍ଗେ୨୦୨୧ବର୍ଷ ପାଇ&#


  • | Author: Bharat Bandhu Biswal
  • | Publisher: Storymirror Infotech Pvt Ltd
  • | Publication Date: Jun 19, 2023
  • | Number of Pages: 132 pages
  • | Binding: Paperback or Softback
  • | ISBN-10: 8196375220
  • | ISBN-13: 9788196375225
Author:
Bharat Bandhu Biswal
Publisher:
Storymirror Infotech Pvt Ltd
Publication Date:
Jun 19, 2023
Number of pages:
132 pages
Binding:
Paperback or Softback
ISBN-10:
8196375220
ISBN-13:
9788196375225