Apne Aapko Pehchaniye (ନିଜକୁ ନୁହେଁ ଚିହ୍ନନ୍ତ
Diamond Pocket Books Pvt Ltd
ISBN13:
9789355995896
$14.46
ସଫଳ ବ୍ୟକ୍ତିମାନଙ୍କ କାର୍ଯ୍ୟ କରିବାର ଶୈଳୀ ଅନ୍ୟ ଲୋକଙ୍କଠାରୁ ଭିନ୍ନ ହୋଇଥାଏ । ସଫଳତା ଛୋଟ ହେଉ କିମ୍ବା ବଡ଼, ଏହା ପଛରେ ଯୋଜନା ତଥା ତଦନୁସାରେ କାର୍ଯ୍ୟ କରିବାର ବିଶେଷ ମହତ୍ତ୍ବ ରହିଥାଏ । ସଫଳ ବ୍ୟକ୍ତି ନିଜ ଦକ୍ଷତାର ସବୁବେଳେ ଭରପୁର। ଉପଯୋଗ କରନ୍ତି । ଏହି ପୁସ୍ତକରେ ସଫଳତା ହାସଲର ଅନେକ ଉପାୟ କୁହାଯାଇଛି । ଏହି ପୁସ୍ତକ ଜୀବନକୁ ଔଜଲ୍ୟମୟ କରିବା ପାଇଁ ସବୁ ଦୃଷ୍ଟିରୁ ସଂଗ୍ରହଣୀୟ ଅଟେ । ସେଟ୍ ମାର୍ଡୋଙ୍କ ପୁସ୍ତକଗୁଡ଼ିକର ଅଧୟନରେ କୋଟି କୋଟି ଲୋକମାନେ ଆତ୍ମଶୁଦ୍ଧି, କାର୍ଯ୍ୟରେ ନିଷ୍ଠା ସମେତ ଜୀବନରେ ଉତ୍ସାହ ଓ ପ୍ରେରଣା ପ୍ରାପ୍ତ କରିଛନ୍ତି । ଆପଣ ମଧ୍ୟ ଏଗୁଡ଼ିକୁ ପଢ଼ନ୍ତୁ ଓ ନିଜ ମନୋରଥକୁ ହାସଲ କରିବାର ଆନନ୍ଦ ଉଠାନ୍ତୁ । ପ୍ରସ୍ତୁତ ପୁସ୍ତକ ପ୍ରତି ପାଦରେ ମାର୍ଗଦର୍ଶନ କରି ଆପଣଙ୍କ ଜୀବନ ବଦଳାଇପାରେ ।
- | Author: Marden Swett
- | Publisher: Diamond Pocket Books Pvt Ltd
- | Publication Date: Aug 18, 2022
- | Number of Pages: 130 pages
- | Binding: Paperback or Softback
- | ISBN-10: 935599589X
- | ISBN-13: 9789355995896
- Author:
- Marden Swett
- Publisher:
- Diamond Pocket Books Pvt Ltd
- Publication Date:
- Aug 18, 2022
- Number of pages:
- 130 pages
- Binding:
- Paperback or Softback
- ISBN-10:
- 935599589X
- ISBN-13:
- 9789355995896